У нас вы можете посмотреть бесплатно 🌱 Class 9 Life Science – Chapter 3 (Meristematic Tissue) ଉଦ୍ଭିଦର ବୃଦ୍ଧି କିପରି ହୁଏ? |Odia Explanation или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଏହି ଭିଡିଓରେ ଆମେ ୯ମ ଶ୍ରେଣୀ ଜୀବ ବିଜ୍ଞାନ ଅଧ୍ୟାୟ ୩ – ତନ୍ତୁ (Tissue) ରୁ Meristematic Tissue (ବିଭାଜନଶୀଳ ତନ୍ତୁ) ବିଷୟକୁ ସହଜ ଓ ସ୍ପଷ୍ଟ ଭାବେ ବୁଝିବା। Meristematic Tissue ଉଦ୍ଭିଦର ବୃଦ୍ଧି ପାଇଁ ଦାୟୀ ଅଟେ। ଏହି ପାଠରେ ଆମେ ଏହାର ଅର୍ଥ, ଲକ୍ଷଣ, ପ୍ରକାର, କାର୍ଯ୍ୟ ଓ ଡାଏଗ୍ରାମ ସହିତ ବ୍ୟାଖ୍ୟା କରିବା। ✨ ଏହି ଭିଡିଓରେ ଥିବା ବିଷୟ: • Meristematic Tissue କଣ? • ଏହାର ଲକ୍ଷଣ • ପ୍ରକାର – Apical, Intercalary ଓ Lateral Meristem • କାର୍ଯ୍ୟ • ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏହି ଭିଡିଓ ୯ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଉପକାରୀ। ଭିଡିଓ ଭଲ ଲାଗିଲେ Like 👍, Share 📤 ଓ Subscribe 🔔 କରିବାକୁ ଭୁଲିବେନି।