У нас вы можете посмотреть бесплатно ସରକାରୀ ଓକିଲ ବିଜେପି ରେ ଯୋଗ ଦାନ କୁ ନେଇ ମାଲକାନଗିରି ଜ଼ିଲ୍ଲା କଂଗ୍ରେସ ର ତୀବ୍ର ନିନ୍ଦା। или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସରକାରୀ ଓକିଲ ବିଜେପି ରେ ଯୋଗ ଦାନ କୁ ନେଇ ମାଲକାନଗିରି ଜ଼ିଲ୍ଲା କଂଗ୍ରେସ ର ତୀବ୍ର ନିନ୍ଦା ସହ କୋର୍ଟ ରେ ମାମଲା ରୁଜୁ ପାଇଁ ଚେତାବନୀ। ବିଜେପି ଦଳ ରେ କିଛି ଓକିଲ ଯୋଗ ଦାନ କଲା ପରେ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ପ୍ରେସ ବିବୃତି ଦ୍ଵାରା ଏହାକୁ ଵିରୋଧ କରାଯାଇଛି,ମାଲକାନଗିରି ଜିଲ୍ଲା ସଭାପତି ବି ଶ୍ରୀନିବାସ ରାଓ ଏହି ପ୍ରେସ ବିବୃତି ରେ କହିଛନ୍ତି ଯେ ଓକିଲ ମାନେ ବିଜେପି ରେ ଯୋଗ ଦାନ କୁ ଆମେ ଵିରୋଧ କରୁନାହିଁ,କିନ୍ତୁ ଏହି ଓକିଲ ମାନଙ୍କ ମଧ୍ୟରେ କିଛି ଓକିଲ ସରକାରୀ ଓକିଲ ଭାବେ ଯୋଗ କରି ମଧ୍ୟ କୌଣସି ଏକ ରାଜନୈତିକ ଦଳ ରେ ଯୋଗ ଦାନ କରିବା ନିନ୍ଦନୀୟ ଘଟଣା, ଜଣେ ଏମପି ଙ୍କ ଉପସ୍ଥିତରେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ ଯାହାକୁ ନେଇ ଜିଲ୍ଲା କଂଗ୍ରେସ ଆଗାମୀ ଦିନ ରେ ହାଇକୋର୍ଟ ରେ ମାମଲା ରୁଜୁ କରିବ ବୋଲି ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଗଣ ମାଧ୍ୟମକୁ ପ୍ରକାଶ କରିଛନ୍ତି। ସରକାରୀ ଓକିଲ ବିଜେପି କାର୍ଯ୍ୟଳୟ କୁ ଯାଇ ବିଜେପି ର ପ୍ରାଥମିକ ସଦସ୍ୟ ଗ୍ରହଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା, ସରକାରୀ ଓକିଲ ସମସ୍ତ ଜନ ସାଧାରଣ ଙ୍କ ପାଇଁ କୌଣସି ଗୋଟେ ନିର୍ଦ୍ଧିଷ୍ଟ ଦଳ ପାଇଁ ନୁହେଁ। ଏଥିରେ ଲୋକ ଙ୍କ ଭରସା ଉଠିଯିବ। ତେଣୁ ଏହା ଏକ ଗଣତନ୍ତ୍ର ହତ୍ୟା ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। ଏହାକୁ ଆଗାମୀ ଦିନରେ କୋର୍ଟ ର ଆଶ୍ରୟ ନିଆଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଏହି ଅବସରରେ ଜ଼ିଲ୍ଲା କଂଗ୍ରେସ ସଭାପତି ଜ଼ି ଶ୍ରୀନିବାସ ରାଓ, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, କେଶୁ ରାଓ, ପଦ୍ମ ପାଙ୍ଗି, ପ୍ରାଣ କୃଷ୍ଣ ମଣ୍ଡଳ, ଭିମା ୱାର୍ଷେ, କୃଷ୍ଣ ଚନ୍ଦ୍ର ଅନୁଗୁ