У нас вы можете посмотреть бесплатно ମୁଁ ଅଧା ଗାଧୁଆରୁ ଆସି ଦେଖିଲି,୪୨ବର୍ଷର ଦୋକାନ ଗୁଣ୍ଡ ହେଇଗଲାଣି!BMC Demolishes Behind Capital Hospital,BBSR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମୁଁ ଅଧା ଗାଧୁଆରୁ ଆସି ଦେଖିଲି, ୪୨ ବର୍ଷର ଦୋକାନ ଗୁଣ୍ଡ ହେଇଗଲାଣି ! କ୍ୟାପିଟାଲ ହସ୍ପିଟାଲ ପାଖ ରେ ଥିବା ଜବରଦଖଲ ଜାଗା ରେ ଉଚ୍ଛେଦ। ଦୀର୍ଘ ବର୍ଷ ଧରି ଏହି ଜାଗା କୁ ଜବର ଦଖଲ କରି ରଖି ଦୋକାନ ଓ ଘର ତିଆରି କରିଥିଲେ। ଆଜି BMC ପକ୍ଷରୁ ଏହି ଉଚ୍ଛେଦ କରାଯାଇଛି।କିନ୍ତୁ ବିନା ନୋଟିସ ରେ ଏମିତି ଉଚ୍ଛେଦ କଥା ଗଣମାଧ୍ୟମ ଆଗରେ ମୁଁହ ଖୋଲିବାରୁ ଏମିତି ଟାର୍ଗେଟ କରି ତାଙ୍କ ଘର କୁ ଭାଙ୍ଗି ଦିଆଯାଇଥିବା ବୋଲି ଅଭିଯୋଗ କରିଛନ୍ତି। କାହିଁକି ନା ସେଇ ଲାଇନ ରେ ଆଉ କାହା ଘର କୁ ଭାଙ୍ଗି ନାହିଁ BMC।ଏହି ଉଚ୍ଛେଦ ରେ 2 ଲକ୍ଷ ଟଙ୍କା ର ଉର୍ଦ୍ଧ ଦିନିଷ ନଷ୍ଟ ହେଇଥିବା କହିଛନ୍ତି। BMC Demolishes Encroachments on Roads & Drains Behind Capital Hospital in Bhubaneswar #OdishaPolitics_BMC #BhubaneswarCivicDrive #AntiEncroachment #Infrastructure #CapitalHospital_Clearance #RoadDrainReclamation #PublicOrder #UrbanDevelopment #BhubaneswarEncroachment #CapitalHospital #CityCleanup #Bhubaneswar #pratidintv Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha