У нас вы можете посмотреть бесплатно ମଳୟ ପବନ ଯାଏ ବହି ll KIRTAN ll RUDRANARAYAN SAHOO ll BIDIPANI MAHOTSAB 2025 ll DHENKANAL ll или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
🙏JOYGURU🙏 // WELCOME TO RUDRA NARAYAN SAHOO CHANNEL // ✨ BIDIPANI MAHOTSAB IN DHENKANAL 2025 ✨ ମଳୟ ପବନ ଯାଏ ବହି ମଧୁ ରାଧା ନାମ ଗାଇ ଗାଇ ସେ ତ ଭକତ ଭାବେ ବିଭୋର ବନ୍ଧୁରେ ବାନ୍ଧରେ ପୀରତି ଡୋର ll୦ll ଦିଗେ ଦିଗେ ଚଉଦିଗେ ଆନନ୍ଦ ଆଳୟ ବାଜେ ତୋ ବିଜୟ ଭେରି ନବ ସୂର୍ୟ ଉଦୟ ଅଥଳ ସାଗର ବେଳା ଡେଇଁ ତା କର କମଳ ଯାଏ ଛୁଇଁ ଧନ୍ୟ ଆଜି ଚରାଚର ll୧ll ପୂର୍ଣ୍ଣ ପରି ସମୋହନ ଆଦରେ ନିକଟ ବରଣ୍ୟ ଭାବି ପୂଜିଲେ ସର୍ବ ଘଟେ ପ୍ରକଟ ପ୍ରଭୁ ପରି କେହି ପ୍ରିୟ ନାହିଁ ସନ୍ତାପ ମୋଚନ ଭାବ ଗ୍ରାହି କୋଟି କରୁଣା ଭଣ୍ଡାର ll୨ll ସତନାମ ଛନ୍ଦେ ଛନ୍ଦେ ପରାଣ ମୋହିତ ସକଳ ସତା ସବୁରି ବିଭୁ ଚିର ବନ୍ଦିତ ନାହିଁ ଦୁଃଖ କ୍ଲେଶ ବାଧା ନାହିଁ ପ୍ରେମ ପରସି ଦେ ପ୍ରେମୀ ହୋଇ ଅମୃତ କରି ପ୍ରସାର ll୩ll