У нас вы можете посмотреть бесплатно ରେଢ଼ାଖୋଲନେ ପରୀକ୍ଷା ପେ ଚର୍ଚ୍ଚା | SBP REDHAKHOL PARIKHYA PE CHARCHA или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ରେଢ଼ାଖୋଲନେ ପରୀକ୍ଷା ପେ ଚର୍ଚ୍ଚା | ରେଢ଼ାଖୋଲ ଉପଖଣ୍ଡର ଭିନ୍ ଭିନ୍ ସ୍କୁଲନେ ପ୍ରଧାନମନ୍ତ୍ରୀକଁର ଲୋକପ୍ରିୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚା ର ନବମ ସଂସ୍କରଣ ପ୍ରସାରିତ ହେଇଯାଇଛେ l ସ୍କୁଲ ର ବିଭିନ୍ନ କ୍ଲାସ ର ଛାତ୍ର ଛାତ୍ରୀ ମାନକଁର ସାଙ୍ଗେ ଶିକ୍ଷକ ଆର୍ ଶିକ୍ଷୟିତ୍ରୀ ମାନେ ଇ କାର୍ଯ୍ୟକ୍ରମକେ ଦେଖିଥିଲେ l କାର୍ଯ୍ୟକ୍ରମ ପରୀକ୍ଷାର୍ଥୀମାନକୁଁ ପରୀକ୍ଷା ଚାପ ରୁ ବାହାର କରିବା ସାଙ୍ଗେ ଗୁଟେ ସକାରାତ୍ମକ ବିଚାର ସାଙ୍ଗେ ଆଗକେ ବଢବାର ଲାଗି ପ୍ରେରିତ କରବା ବୋଲି ଛାତ୍ର ଛାତ୍ରୀ ମାନେ କହେବାର ସାଙ୍ଗେ ଏନ୍ତା ଗୁଟେ ନିଆରା କାର୍ଯ୍ୟକ୍ରମ ଲାଗି ପ୍ରଧାନମନ୍ତ୍ରୀକେ ଧନ୍ୟବାଦ ଦେଇଛନ୍ l ଖବର୍ ଦୁନିଆନେ ନୂଆ ସୂର୍ଯ୍ଯୋଦୟ ଆମର୍ ଖବର୍ ଦିନଭର୍ (24*7) ଡିଜିଟାଲ୍ ପ୍ଲାଟଫର୍ମନେ Amar Khabar is a digital news platform dedicated to delivering accurate, unbiased, and timely news from Western Odisha. We cover a wide range of topics including politics, culture, education, social change, and local achievements, ensuring our audience stays informed and empowered. .. Follow us In One Quick Click👉 : / aamarkhabardinbhar / @aamarkhabardinbhar / @argusnews_in #aamarkhabar #aamarkhabardinbhar #argusnews #argusodia #odishanews #westernodisha #redhakhol #odishanews #argusnews