У нас вы можете посмотреть бесплатно #Baju_Ghumura_Indra_Bajra_nadini или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Baju_Ghumura_Indra_Bajra_nadini#Ghumura_song_of_kalahandi#sarbeswarbhoi#SatyanarayanaNaik# କଳାହାଂଡି ମାଟିର ପ୍ରତି ଆଗ୍ରହ ଆର ଭଲ ପାଇବାର ନାଇଁ ଥିଲେ ଏତେ ସୁନ୍ଦର ଗୁଣ ଗାରିମା ବର୍ଣନା ନାଇଁ କରିହୁଏ ବାସ୍ତବିକ କଳାହାଂଡି ମାଟିର ଅମୃତ ସନ୍ତାନ କବି ଶ୍ରୀଯୁକ୍ତ ସତ୍ୟନାରାୟଣ ନାଏକ ଆଗିଆଁ ଉପସ୍ଥାପନା ଶୈଳୀ ବହୁ ଉଚ୍ଚ କୋଟିର ଗୁଟେ ଆଡେ ଶକ୍ଷକତା କେ ବରକଶ ନେ ଧରି କରି କଳାକାରୀ କେ ଖାକେ ଚେପେଇ କରି ବହୁତ ପ୍ରଶଂସା ର ପାତ୍ର ହେଇ ପାରିଛନ 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐 💐 ବାଜୁ ଘୁମୁରା ଇନ୍ଦ୍ର ବଜ୍ର ନାଦିନୀ 💐 କବି -ଶ୍ରୀଯୁକ୍ତ ସତ୍ୟନାରାୟଣ ନାଏକ ଗୌଡ଼ସର୍ଗିଗୁଡା ତାଙ୍କର ଲେଖା ପୁସ୍ତକ କଳାବତୀ ରୁ ଇ ଗିତ ଉଧୃତ ହେଇଛେ ଆର ଇଟା ଆପଣ ମାନଙ୍କୁ ନିହାତି ଭଲ ଲାଗବା ବୋଲି ମୋର ଆଶା ଆର ବିଶ୍ୱାସ ବାଜୁ ଘୁମୁରା ଇନ୍ଦ୍ର ବଜ୍ର ନାଦିନି ଛୁଟୁ କଳାହାଣ୍ଡିର ସୈନ୍ୟ ବାହିନୀ ମନ୍ଦ୍ର ଗମ୍ଭୀର ଧ୍ୱନୀର ରୁଦ୍ର ଝଙ୍କାରେ ଡେଇଁ ପଡରେ ନଲିଆ ରଣ ହୁଙ୍କାରେ ଜୟ ମାନିକେଶ୍ୱରୀ ଏକ ସ୍ୱରେ ଉଚ୍ଚାରି ଦେଶର ଇଷ୍ଟଦେବୀ,ନାମ ମନେ ସୁମରୀ ରଣ ନଦୀରେ ବିର ଦରପେ ଯାଅ ପହଁରି ଦୁଲୁଦୁଲୁ କମ୍ପି ଯାଉଥିବାରେ ମେଦିନି,,,,,, ଗୁରୁ ଧ୍ୱନିକରୁ ରଣ ବାଦ୍ୟ ଘୁମୁରା ଉଷ୍ମ ରକ୍ତେ ଫୁଲି ଉଠୁ ଧମନୀ ଶିରା ବାଦ୍ୟପିଟ ଟ୍ରିପଟା, ଝୁଲାପଡି ଖେମଟା ଯେଉଁ ବାଦ୍ୟ ରେ ଅଛି ଭୈରବ ରଣ ଘଣ୍ଟା ସେବାଦ୍ୟ ତାଳେ ତାଳେ ସିଂହ ର ବଳଫୁଟା ଶତ୍ରୁ ଦେଖି,ପୃଷ୍ଟ ଭଙ୍ଗ ଦେବେ ତକ୍ଷଣି ବୀର ରସେ ରସାଣିତ ରଣ ସଙ୍ଗୀତ ମର୍ମେ ମର୍ମେ ଭରୁ ଉନ୍ମାଦନା ଇଙ୍ଗିତ ଦେବୀ ଚରଣେ ନମି ଛୁଟରେ ଦେଶ ପ୍ରେମୀ ଆସରେ ବୀର ବୋଲି ଡାକେ ଜନମ ଭୂମି ଜୀବନକୁ ଉତ୍ସର୍ଗ ,କରିଦେରେ ସଂଗ୍ରାମୀ ମନେପକା,କଳାହାଣ୍ଡିର ବୀର କାହାଣୀ,,,,,, ପୁରୁବେ ଖେମଣ୍ଡି ଦେଓ ଭୋଗ ପଶ୍ଚିମେ ଉତ୍ତରେ ପାଟଣା ଜୟପୁର ଦକ୍ଷିଣେ କାରୁଣ୍ଡ ରାଜ୍ୟଖଣ୍ଡି ପାଚିନ କଳାହାଂଡି ସ୍ୱାଧୀନ ରାଜ୍ୟ ରୂପେ ଉଡାଇ ଥିଲା ଝଣ୍ଡି ଯାହାର ଅସ୍ତ୍ରେ କେତେ ଶିର ଯାଇଛି ଛିଣ୍ଡି କଳାହାଂଡି ବୀର ଭୋଗିନୀ ବିର ଜନନୀ ବଜାଅ ରେ ରଣ ରଙ୍କା ସୈନିକ ବାଦ୍ୟ ବୈରି ରଞ୍ଜନ ବାଦ୍ୟକୁ କରରେ ସାଧ୍ୟ ଘୁମୁରା ବୀର ରସ ,ଶିକ୍ଷା ଦିଏ ସାହସ ଗାଏ ପୂର୍ବ ପୁରୁଷ ବିରର ଇତିହାସ ସତ୍ୟ ଗାଏ ମହାନ ଘୁମୁରାର ରହସ୍ୟ ଏ ଘୁମୁରା କଳାହାଣ୍ଡିର ଆତ୍ମ ଜୀବନୀ,,,,,,