У нас вы можете посмотреть бесплатно #INDRABATIR_KATHA или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#INDRABATIR_KATHA#Sarbeswarbhoi#Kalahandia_GhumuraGeet# ଆଶୁ କବି ଶ୍ରୀଯୁକ୍ତ ସତ୍ୟନାରାୟଣ ଆଗିଆଁ ଙ୍କର ରଚିତ ଇନ୍ଦ୍ରାବତୀ ସମ୍ବନ୍ଧ ରେ ଇନ୍ଦ୍ରବତୀର କଥା ଆପଣ ମାନକୁ ନିହାତି ଭଲ ଲାଗବା ।ତାଙ୍କର ଭାଷାର ସଂଯୋଜନା ଆର ଉଚ୍ଚ ରଚନାତ୍ମକ ଚିନ୍ତାଧାରା ନିହାତି ଗିତ ଶୁଣି ସାରଲା ପରେ ଜାନି ପାରବେ କିଏ ନାମ ଦେଲା ଗୋ ଇନ୍ଦିରାବତୀ ଇନ୍ଦ୍ରବିଜେ ସ୍ୱର୍ଗପୁରେ,ତୁଇ ବିଜେ ମର୍ତ୍ୟପୁରେ ସେ ବିଜେ ନନ୍ଦନ ବନେ ,ସେ ବିଜେ ଚନ୍ଦନ ବନେ ମରଦୀଗୁଡ଼ା ଠାରେ ତୁଇ ହେଲୁ ଉତ୍ତପତି 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐 ଇନ୍ଦ୍ରର ଭଉଣୀ କିଗୋ ତାଙ୍କ ଘରଣୀ ଇନ୍ଦ୍ରର ଘରଣୀ ନିଜେ ସଚି ଇନ୍ଦ୍ରାଣୀ ଇନ୍ଦ୍ର ଆଉ ଇନ୍ଦ୍ରାବତୀ,ସମାନ ଶବ୍ଦ କେମିତି ପୁରାଣେ କି ଇତିହାସେ ଥିଲାକି ଭାବ ପୀରତି ପୂରୁବ ପୁରୁଷ ଠାରୁ ମିଳିନାହିଁ କିମ୍ବଦନ୍ତୀ 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐 କେବେକାଲେ କଳାହାଂଡି ମରୁଡି ହେଲା ତେବେ ବାହାରିଲୁ ହୋଇ ତିନୋଟି ନଳା ତିନିଧାର ହୋଇ ବେଗେ,ବହିଲୁ ଦକ୍ଷିଣ ଦିଗେ ଟିକିଏ ବିଶ୍ରାମ ନାଇଁ,ବହୁଅଛୁ ଯୁଗେ ଯୁଗେ ତିନିଧାର ଦେଖିକବି,ମନରେ ଭାବନା ଜାଗେ ସତେ କି ଗଙ୍ଗା ଯମୁନା ତୁଇ ସରସ୍ୱତୀ 💐💐💐💐💐💐💐💐💐💐💐💐💐💐💐 💐💐💐💐💐💐💐💐💐💐💐💐💐💐💐 ଗୋରାସରକାର ରାଜା ରାଜୁଡା କାଳେ ଭ୍ରମଣେ ଆସିଲେ ତୋର ଉତ୍ତପତି ସ୍ଥଳେ ଯେଉଁ ନଳା ଦେଲେ ଛୁଇଁ ,ସିଏ ଗଲା ବନ୍ଧ ହୋଇ ଦୁଇନଲା ଏକ ସ୍ରୋତେ ନଦୀ ରୂପେ ଯାଉ ବହି କଳାହାଂଡି ଡେଇଁ ଯାଉ ନବରଙ୍ଗପୁର ଦେଇ ଗୋଦାବରୀ ନଦୀ କୁ ତୁଇ କରୁଗତି । 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐 ଏ କଳାହାଣ୍ଡିର କେଉଁ ଭବିଶ୍ୱଗ୍ୟାତା ଜାଣିଥିଲେ ତୋର ମହିମା ଆଗାମୀ କଥା ମରୁଡି ବେଳେ ସାହାଯ୍ୟ ପାଇବ ବୋଲି ଏ ରାଜ୍ୟ ତୋ ଜନ୍ମ ସ୍ଥଳକୁ ମରଡିଗୁଡା ବୋଲି କଲେ ଧାର୍ଯ୍ୟ ଇନ୍ଦ୍ର ପରିବର୍ତ୍ତେ ତୁଇ କରିବୁ ଇନ୍ଦ୍ରର କାର୍ଯ୍ୟ ଇନ୍ଦ୍ରାବତୀ ନାମ ହେଲା ତୋର ଭାବିଚିନ୍ତି 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐 ଭୁବନେ ବେହେରା ସର୍ବେକ୍ଷଣ ରିପୋଟ ପ୍ରତାପ କେଶରି କଲେ ଉପସ୍ଥାପିତ ଜନତା ସରକାର ବୋଲି, ପ୍ରଧାନମନ୍ତ୍ରୀ ମୋରାଜି ଶୁଭ ଉଡଘାଟନ କଲେ ବିନିଯୋଗ କଲେ ପୁଞ୍ଜି ବିଜୁଳି ଜଳ ଭଣ୍ଡାର ଉପକାର ଦିଏ ଆଜି ଉତ୍ତରେ ବହିଲୁ ହାତୀ ହେଲା ତୋର ସାଥି 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐 ଝାଳିଆଗୁଡ଼ାରେ ବନ୍ଧା ଜଳ ଭଣ୍ଡାର ମୁଖୀଗୁଡ଼ାରେ ତିଆରି ବିଜୁଳି ଘର ଇନ୍ଦ୍ରଙ୍କର ଚାରିମେଘ,ଯେବେ ହୁଅନ୍ତି ଅଯୋଗ୍ୟ ଜଳ ଅଭାବେ ଚାଷୀର,ଆସିଯାଏ ବୈରାଗ୍ୟ ତୁଇ ଇନ୍ଦ୍ରାବତୀ ତାଙ୍କୁ ଆଣିଦେଲୁ ସୌଭାଗ୍ୟ ସତ୍ୟ ଲେଖେ କ୍ଷେତେ ଫଲେ ହୀରାକାଏ ମୋତି 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐