У нас вы можете посмотреть бесплатно Kiye Kahe Tume Jagata Ishwara || କିଏ କହେ ତୁମେ ଜଗତ ଈଶ୍ୱର || Saroj Mohanty || Bijay Parida || или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Jayguru to all devotees Please watch the video, like, comment, share and subscribe our channel. please press the bell icon for latest updates on our channel. Thank you Lyrics କିଏ କହେ ତୁମେ ଜଗତ ଈଶ୍ୱର କିଏ କହେ ଲୀଳାମୟ ମୁଁ ଜାଣିଛି ତୁମେ ମନର ମଣିଷ ଅପରୂପ ଦୟାମୟ । ୦। ତୁମ କରୁଣାର ନାହିଁ ତ ଉପମା କିଏ ବା ଜାଣିବ ତୁମ ଦୟା ବିନା ଅନନ୍ତ ଅସୀମ ପ୍ରେମ ପରାବାର ତୁମେତ କରୁଣାମୟ । ୧। ଦେବ ମାନବର ତୁମେ ଅଗୋଚର କ୍ଷର ଅକ୍ଷରର ତୁମେ ସେ ପାରିରର କେତେ ଜନମର ସାଇତା ବେଦନା ଦୁରେଇ ଯାଇଛି ସବୁରି ବାସନା ଆଉ କେଉଁ ଧନ ମାଗିବି ଦୟାଲ ତୁମେ ହିଁ ପଥ ପାଥେୟ ।୨। #kiye_kahe_tume_jagata_ishwara #prof_bijoy_parida #Saroj_Mohanty #satsang_vihar_narsinghpur