У нас вы можете посмотреть бесплатно ମନରେ, ମନ ଏତ ତୋର ଭୁଲ୍ II Christian Song 2026 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#song #chirstiansong Editor: A.K. Simon ✝️ Lyrics: ମନରେ, ମନ ଏତ ତୋର ଭୁଲ୍, ସଂସାର ମାୟାରେ ହୋଇଛୁ ଆକୁଳ, ମନରେ, ମନ ଏତ ତୋର ଭୁଲ୍, ସଂସାର ମାୟାରେ ହୋଇଛୁ ଆକୁଳ, ଯେଉଁ ସୁଖ ପଛେ ଧାଉଁଛୁ ତୁହି, ସେ ତ ସବୁ କାକର ବିନ୍ଦୁ ସମାନ୍, ରହିବ ନାହିଁ । ମନରେ, ମନ ଏତ ତୋର ଭୁଲ୍..... ଧନ ଦଉଲତ, ମାନ ଅଭିମାନ, ଧୂଳିରେ ମିଶିବ ଏହି ଶରୀର ସମାନ, ପ୍ରଭୁଙ୍କ ବଚନ କହେ ବାରମ୍ବାର, ଆତ୍ମାର ଶାନ୍ତି ହିଁ ଅଟେ ଅସଲ ସାର । ଯୀଶୁଙ୍କ ପ୍ରେମ ହିଁ ଅମୃତ ଧାରା, ସେ ହିଁ ଦେଖାନ୍ତି ଜୀବନର କୂଳ କିନାରା, ମନରେ, ମନ ଏତ ତୋର ଭୁଲ୍..... କ୍ଷଣିକ ମୋହରେ ହୁଅନାହିଁ ଅନ୍ଧ, ଖୋଲିଦିଅ ମନର ସବୁ ଦ୍ୱାର ଓ ବନ୍ଧ । ପାପର ପଥରେ ମିଳେ ନାହିଁ ସୁଖ, ଶେଷେ ଆସେ କେବଳ ଅନ୍ଧାର ଓ ଦୁଃଖ, ଫେରିଆସ ବାପାଙ୍କ କୋଳକୁ ତୁହି, ତାଙ୍କ କ୍ଷମାଠାରୁ ବଡ଼ କିଛି ନାହିଁ । ମନରେ, ମନ ଏତ ତୋର ଭୁଲ୍..... Don't forget to Like, Share and Subscribe our Channel. ____________✝️____________