У нас вы можете посмотреть бесплатно କଣ୍ଟ୍ରୋଲରେ ରହିବ କୋଲେଷ୍ଟ୍ରୋଲ | How to Control Cholesterol in Odia | Dr Binaya Bhusan Binakar или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Cholesterol #OdiaHealthTips #DoctorAdvice ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିବେ ନାହିଁ, ତେବେ ଏହା ଡାଏବେଟିସ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗ ସୃଷ୍ଟି କରିପାରେ। ତାହେଲେ କେମିତି କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବେ? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକରଙ୍କଠାରୁ ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଶରୀରରେ କୋଲେଷ୍ଟ୍ରୋଲର କାମ କ’ଣ? (0:00) କୋଲେଷ୍ଟ୍ରୋଲ କେମିତି ବଢେ଼? (1:16) କେମିତି ନିୟନ୍ତ୍ରଣ କରିବେ କୋଲେଷ୍ଟ୍ରୋଲ? (2:02) କୋଲେଷ୍ଟ୍ରୋଲର ବଢ଼ିବାର ଜଟିଳତା (6:47) ଡାକ୍ତରଙ୍କ ପରାମର୍ଶ (7:12) How do you control your cholesterol level? Let's find out from Dr Binaya Bhusan Binakar, a Cardiologist. In this video, Function of Cholesterol in our body? (0:00) How does Cholesterol rise? (1:16) How to control Cholesterol? (2:02) Complications of High Cholesterol (6:47) Doctor's Advice (7:12) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!