У нас вы можете посмотреть бесплатно ଡାଏବେଟିସ୍ରେ କୋଲେଷ୍ଟ୍ରୋଲ ବଢ଼ିଗଲେ: କ’ଣ କରିବେ? | Diabetes & High Cholesterol, Odia | Dr Madhusmita Sahu или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Dyslipidaemia #Cholesterol #OdiaHealthTips ଡାଏବେଟିସ୍ ରୋଗୀଙ୍କଠାରେ କୋଲେଷ୍ଟ୍ରୋଲ ବଢ଼ିବାର ଆଶଙ୍କା ଅଧିକ ଥାଏ ଏବଂ କୋଲେଷ୍ଟ୍ରୋଲ୍ ସ୍ତର ବୃଦ୍ଧି ହୋଇଗଲେ ହୃଦ୍ରୋଗ ଭଳି ସମସ୍ୟା ଉପୁଜିପାରେ। ଡାଏବେଟିସ୍ ରୋଗୀ ନିଜ କୋଲେଷ୍ଟ୍ରୋଲ ସ୍ତର କିପରି ନିୟନ୍ତ୍ରଣ ରଖିବେ? ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଡିସ୍ଲିପିଡିମିଆ କ’ଣ ଏବଂ ଡାଏବେଟିସ୍ ରୋଗୀଙ୍କଠାରେ ଏହା ବଢ଼ିବାର କାରଣ କ’ଣ? (0:00) ଡାଏବେଟିସ୍ ରୋଗୀଙ୍କଠାରେ କୋଲେଷ୍ଟ୍ରୋଲ ବୃଦ୍ଧି ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ? (1:35) ଡାଏବେଟିସ୍ରେ କୋଲେଷ୍ଟ୍ରୋଲ୍ ସ୍ତର କେତେ ରହିବା ଦରକାର? (2:23) କିଭଳି ହେବା ଆବଶ୍ୟକ ଡାଏଟ୍ ଏବଂ ଜୀବନଶୈଳୀ? (3:19) People with diabetes often experience dyslipidaemia, or high cholesterol, a condition characterised by abnormal levels of lipids (fats) in the blood. This imbalance, particularly high LDL (bad cholesterol), low HDL (good cholesterol), and elevated triglycerides, when combined with high blood sugar, greatly increases the risk of heart disease, stroke, and other serious cardiovascular complications. What are the causes of high cholesterol in people with diabetes? Let's know more from Dr Madhusmita Sahu, an Endocrinologist. In this Video, Causes of high cholesterol in people with diabetes, in Odia (0:00) Symptoms of high cholesterol in individuals with diabetes, in Odia (1:35) What should cholesterol levels be in a person with diabetes? in Odia (2:23) Diet and lifestyle tips to manage cholesterol in diabetes, in Odia (3:19) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: / swasthyaplusodia . For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!