У нас вы можете посмотреть бесплатно ବରଗଡ଼ ଜିଲ୍ଲା ଅତାବିରା ଏନଏଚ ରୋଡ ରୁ ଆସଲା ବଡ଼ଟେ ଖବର, ମୁହାଁମୁହିଁ ହେଲେ ଦୁଇଟା ଟ୍ରକ.. ଚୁରମାର ହେଇଗଲା ଗାଡି или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବରଗଡ - ସମ୍ବଲପୁର ଜାତୀୟ ରାଜପଥରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ଟ୍ରକ। ଅତାବିରା - ଧର୍ମଶାଳା ଛକରେ ଦୁଇ ଟ୍ରକ ମଧ୍ୟରେ ଜୋରଦାର ଆକ୍ସିଡେଣ୍ଟ। ଦୁର୍ଘଟଣା ଏତେ ଭୟଙ୍କର ଯେ ଉଭୟ ଟ୍ରକ ଚୁରମାର ହୋଇଯାଇଛି। ଘଟଣାରେ ଉଭୟ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହେଲପର ଆହତ ହୋଇଥିବା ସୂଚନା।ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା। ଘଟଣା ସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଂଚି ଗାଡି ଭିତରୁ ଡ୍ରାଇଭର ଓ ହେଲପର ଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ କୁ ପଠାଇଥିଲା। ପରେ ଉଭୟ ଟ୍ରକ ଡ୍ରାଇଭର ଙ୍କୁ ଗୁରୁତର ଭାବେ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ହସ୍ପିଟାଲ ରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଜଣେ ଟ୍ରକ ଡ୍ରାଇଭର ବିହାର ରାଜ୍ୟର ହୋଇଥିବା ବେଳେ ତାଙ୍କ ନାମ ମହମଦ ଈସ୍ମାଇଲ ବୋଲି ତାଙ୍କ ସହଯୋଗୀ ହେଲପର କହିଥିବା ବେଳେ ଅନ୍ୟ ଡ୍ରାଇଭରଙ୍କ ପରିଚୟ ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ବରଗଡ଼ ପଟରୁ WB 23M 9786 ଓ ସମ୍ବଲପୁର ପଟରୁ MH 40 CT 8345 ନମ୍ବର ଟ୍ରକ ଆସୁଥିଲା। ତେବେ କେଉଁ କାରଣରୁ ଉଭୟ ଟ୍ରକ ମୁହାଁମୁହିଁ ହେଲେ ତାକୁ ନେଇ ଅତାବିରା ପୋଲିସ ତଦନ୍ତ ଆରମ୍ଭ କରିଛି।