У нас вы можете посмотреть бесплатно ଭାତୁଡ଼ି ଆଦିବାସୀ ଙ୍କ ଗାଁ ବଲାଣିପସୀ || Bathudi Tribal People of Keonjhar || Help India Odisha или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗗𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗕𝗮𝘁𝗵𝘂𝗱𝗶 & 𝗝𝘂𝗮𝗻𝗴 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗕𝗮𝗹𝗮𝗻𝗶𝗽𝗮𝘀𝗶 - 𝗩𝗶𝗹𝗹𝗮𝗴𝗲, 𝗝𝘂𝗻𝗴𝗮 - 𝗣𝗮𝗻𝗰𝗵𝗮𝘆𝗮𝘁 , 𝗛𝗮𝗿𝗶𝗰𝗵𝗮𝗻𝗱𝗮𝗻𝗽𝘂𝗿 - 𝗕𝗹𝗼𝗰𝗸 , 𝗞𝗲𝗼𝗻𝗷𝗵𝗮𝗿 - 𝗗𝗶𝘀𝘁𝗿𝗶𝗰𝘁, 𝗢𝗱𝗶𝘀𝗵𝗮 କେନ୍ଦୁଝର - ଜିଲ୍ଲା, ହରିଚନ୍ଦନପୁର - ବ୍ଳକର , ବଲାଣିପସୀ - ଗ୍ରାମ, ଜୁଙ୍ଗା - ପଞ୍ଚୟତ | ଏହି ଗ୍ରାମରେ ରହୁଥିବା ଭାତୁଡ଼ି ଓ ଜୁଆଙ୍ଗ ସମ୍ପ୍ରଦାୟର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, କମଳ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ଓ ଘଟି ରାସ୍ତା ଦେଇ ଯିବା ପରେ ଆମ ଟିମ ପହଁଚି ଥିଲା ଏହି ଗ୍ରାମରେ | ଭାତୁଡ଼ି ଓ ଜୁଆଙ୍ଗ ସମ୍ପ୍ରଦାୟର ଭାଇ ଓ ଭଉଣୀ ମାନେ ଏହି ଗ୍ରାମରେ ବାସ କରନ୍ତି | ଲୋକଙ୍କ ଅବସ୍ଥା ବିଷୟରେ କିଛି ନକହିବା ଭଲ | ବହୁତ ଅସୁବିଧା କିନ୍ତୁ ଜୀବନ ସହିତ ସଂଗ୍ରାମ କରୁଛନ୍ତି ଏହି ଗ୍ରାମର ଲୋକ ମାନେ | ଏହି ଗ୍ରାମକୁ କପଡା ନେଇ ପ୍ରଥମେ ଆମ ଟିମ ପହଁଚିଥିଲା | ଲୋକ ମାନେ କପଡା ପାଇ ଏତେ ଖୁସି ହୋଇଥିଲା ତାର ସୀମା ନଥିଲା | #helpindia #Keonjhar #tribalpeople #zhuanga #Banspal #talakansa #donateclothes #fooddonation #Odisha #helpneedypeople #helptribalpeople #uparkansa #kansavillage #bhuiya #bhuiyatribalpeople #guptaganga #tribal #gonasika #talakansa #kansavillage #bhatudi #bhatuditribalpeople #tribalpeopleodisha #jungatribalpeople