У нас вы можете посмотреть бесплатно କେମିତି ଦୂର କରିବେ ମୁଖ ବ୍ରଣ? | Dr. Kumar Abhishek on Pimples/ Acne (Brana) Care in Odia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Pimples #DoctorAdvice #OdiaHealthTips ଯୁବାବସ୍ଥାରେ ମୁଖ ବ୍ରଣ ଏକ ସାଧାରଣ ସମସ୍ୟା। ଏହା ମୁଖ୍ୟତଃ ଯୌବନର ଆରମ୍ଭରେ ଉଭୟ ପୁରୁଷ ଏବଂ ମହିଳାଠାରେ ଦେଖାଯାଏ। ମୁଖ ବ୍ରଣକୁ ନେଇ ଅନେକ ଚିନ୍ତିତ ଥା'ନ୍ତି। ଆପଣ ଜାଣିବା ଦରକାର କି, ଏହାର ଉପଚାର ହୋଇପାରିବ। କେମିତି ଦୂର କରିବେ ମୁଖ ବ୍ରଣ? ଏନେଇ ଡାକ୍ତର କୁମାର ଅଭିଷେକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା ଏହି ଭିଡିଓରେ ରହିଛି, ଯୌବନ ଅବସ୍ଥାରୁ ମୁହଁରେ ବ୍ରଣ ଦେଖାଦେଇଥାଏ (0:00) ମୁଖ ବ୍ରଣର କାରଣ କ'ଣ? (0:24) ଲାଇଫଷ୍ଟାଇଲ୍ ବଦଳାଇବାକୁ ହେବ (2:14) ଘରୋଇ ଉପଚାର କେତେ ଭଲ? (3:57) ମୁଖ ବ୍ରଣର ଚିକିତ୍ସା (6:14) ମୁଖ ବ୍ରଣର ନିରାକରଣ (8:24) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/how-to-get-... Acne is a common problem in adolescence. It occurs mainly in both men and women at the beginning of adolescence. Many are worried about facial acne. How to get rid of facial acne? So let's find out what Dr. Kumar Abhishek is saying In this video, Acne occurs from a young age (0:00) What is the cause of facial acne? (0:24) Lifestyle needs to be changed (2:14) How good is home remedies? (3:57) Treatment of facial acne (6:14) Prevention of facial acne (8:24) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more! Connect with us at https://www.swasthya.plus