У нас вы можете посмотреть бесплатно ବରଗଡ଼ ସହରରେ ବଡ଼ ଏନଡିପିଏସ୍ ଚଢ଼ାଉ: ୬ ଜଣ ଗିରଫ, ୨ ଜଣ ନବାଳକ ଅଟକ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବରଗଡ଼ ସହରରେ ବଡ଼ ଏନଡିପିଏସ୍ ଚଢ଼ାଉ: ୬ ଜଣ ଗିରଫ, ୨ ଜଣ ନବାଳକ ଅଟକ Six Arrested, Two Juveniles Detained in Major NDPS Raid in Bargarh Town ବରଗଡ଼ ଟାଉନ୍ ଥାନା ପୁଲିସ ଏନଡିପିଏସ୍ ଆଇନ ଅନ୍ତର୍ଗତ ଏକ ବଡ଼ ମାଦକ ଚକ୍ରକୁ ଧରିବାରେ ସଫଳ ହୋଇଛି। ଟାଉନ୍ ଥାନା କେସ୍ ନମ୍ବର ୪୮ (ତା. ୨୧.୦୧.୨୦୨୬) ଅନୁଯାୟୀ ଧାରା ୨୧(ସି)/୨୫/୨୯ ଏନଡିପିଏସ୍ ଆଇନରେ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଆଇନ ସହ ସଂଘର୍ଷରେ ଥିବା ଶିଶୁ (CCL) ଙ୍କୁ ଅଟକ ରଖାଯାଇଛି। ବିଶ୍ୱସ୍ତ ସୂଚନା ଆଧାରରେ ଟାଉନ୍ ଥାନା ଏସଆଇ ଏସ୍. ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ଦଳ ୨୧ ଜାନୁଆରୀ ୨୦୨୬ ସକାଳ ୧୦.୩୦ ରେ କଟାପାଲି ରୋଡ଼ ସ୍ଥିତ ଏକ ପରିତ୍ୟକ୍ତ ଘରରେ ଚଢ଼ାଉ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଆଜାଦ ବଞ୍ଚୋର, ସୁନୀଲ କୁମାର ପାଢ଼ୀ, ନୈମିଶ ବେହେରା, ଉମାକାନ୍ତ ସାହୁ, ରାହୁଲ ବଞ୍ଚୋର @ ଅଭିଷେକ ଓ ଅଚ୍ୟୁତାନନ୍ଦ ଡୋରା। ଚଢ଼ାଉ ସମୟରେ ପୁଲିସ ୫,୦୫୦ ବୋତଲ ଏସକୁଫ୍ କଫ୍ ସିରପ, ୭୬,୭୦୦ ଟଙ୍କା ନଗଦ, ବିଭିନ୍ନ ବାଇକ୍, ଅଟୋ, ଇଲେକ୍ଟ୍ରିକ୍ ସ୍କୁଟି ଓ ଅନେକ ମୋବାଇଲ୍ ଫୋନ୍ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟକୁ ଚାଲାନ କରାଯିବା ସହ ନବାଳକମାନଙ୍କୁ ଆଇନଅନୁସାରେ ଅଟକ ରଖାଯାଇଛି। ଏହି ମାମଲାରେ ଆହୁରି ତଦନ୍ତ ଜାରି ରହିଛି। Bargarh Town Police have busted a major illegal drug racket and arrested six persons while detaining two juveniles in connection with Town PS Case No. 48 dated 21.01.2026 under Sections 21 (C) / 25 / 29 of the NDPS Act. Acting on reliable intelligence, a police team led by Sub-Inspector S. Mohanty of Bargarh Town Police Station conducted a raid at around 10:30 AM on January 21, 2026, at an abandoned dwelling house located on Katapali Road. During the raid, police apprehended six accused persons along with two Children in Conflict with Law (CCL). The arrested accused have been identified as Azad Banchhor (21) of Bhadigaon, Sunil Kumar Padhi (39) of Godhbhanga, Naimish Behera (43) of Mulbar, Umakanta Sahu (40) of Kanbar, Rahul Banchhor @ Abhisek (19) of Bhadigaon, and Achutananda Dora (47) of Ghulipali under Bargarh district and nearby areas. During the search, police seized a huge quantity of contraband items including 5,050 bottles of Eskuf cough syrup, cash amounting to Rs. 76,700, multiple two-wheelers, an auto-rickshaw, an electric scooty, and several mobile phones of different brands including iPhone, Vivo, Redmi, and iTel. The accused persons have been arrested and will be forwarded to court, while the juveniles have been detained as per legal procedure. Further investigation into the case is underway to ascertain the source and network involved in the illegal drug trade.