У нас вы можете посмотреть бесплатно ଚନ୍ଦ୍ରଗ୍ରହଣରେ କେମିତି ହେବ ମହାପ୍ରଭୁଙ୍କ ନୀତିକାନ୍ତି ? || Lunar Eclipse on Dola Purnima ||Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ଚନ୍ଦ୍ରଗ୍ରହଣରେ_କେମିତି_ହେବ_ମହାପ୍ରଭୁଙ୍କ_ନୀତିକାନ୍ତି ? ଆସନ୍ତା ୩ ତାରିଖରେ ଚନ୍ଦ୍ର ଗ୍ରହଣ। ସେଦିନ ପଡୁଛି ଦୋଳ ପୂର୍ଣ୍ଣମୀ।ଏଥର ଦୋଳ ପୂର୍ଣ୍ଣମୀରେ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ। କେତେବେଳେ ଗ୍ରହଣ ସ୍ପର୍ଶ କରିବ ଆଉ କେତେବେଳେ ସର୍ବ ମୋକ୍ଷ ହେବ। ଏଭଳି ଅନେକ ପ୍ରଶ୍ନକୁ ନେଇ ସାଧାରଣ ଲୋକେ ପାଞ୍ଜି ଓ କ୍ୟାଲେଣ୍ଡର ଉଣ୍ଡାଳୁଥିବା ବେଳେ ଜାଣନ୍ତୁ କ’ଣ କହୁଛନ୍ତି ଜ୍ୟୋତିର୍ବିତ। #LunarEclipse_DolaPurnima #ChandraGrahan_2026 #FestivalUpdate_DolaPurnima #AstrologyAlert_Grahan #KetuGrasta #PaakTyaag #RashiImpact #HinduAlmanac #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter