У нас вы можете посмотреть бесплатно Podcast With Politician Santosh Singh Saluja | Naba Das Death Conspiracy | Exclusive Interview |OR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କହୁ କହୁ ସବୁ କହିଦେଲେ ସନ୍ତୋଷ ସିଂହ ସାଲୁଜା 20-30-40 ବିଧାୟକଙ୍କୁ ଜିତାଇ ଆଣି ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ନବ ଦାସ କିନ୍ତୁ ତା' ପୂର୍ବରୁ ତାଙ୍କୁ ରାସ୍ତାରୁ ହଟାଇବାକୁ କିଏ କଲା ଷଡ଼ଯନ୍ତ୍ର ? କୋଏଲ ମାଇନସ ସଂପର୍କରେ ନବଙ୍କୁ କଣ କହିଥିଲେ ଏସପି ? ନାଁ ନନେଇ ସୁଶାନ୍ତ ସିଂହଙ୍କ କଥା ବି କହିଲେ ସନ୍ତୋଷ ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଜଣେ ବରିଷ୍ଠ ନେତା ଭାବେ ସନ୍ତୋଷ ସିଂହ ସାଲୁଜାଙ୍କୁ ସମସ୍ତେ ଜାଣନ୍ତି। ନବ ଦାସ ବି ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ। ସେହି କ୍ରମରେ ଉଭୟଙ୍କ ଭିତରେ ଖୁବ ଭଲ ସଂପର୍କ ମଧ୍ୟ ଥିଲା। କିନ୍ତୁ ସନ୍ତୋଷ ସିଂ ସାଲୁଜା, ଯେଉଁ କଥା କହିଛନ୍ତି, ଶୁଣିଲେ ଆପଣ ବି ତାଜୁବ ହେବେ। କେବଳ ସେତିକି ନୁହେଁ, ରାଜନୈତିକ ମହଲରେ ବି କମ୍ପନ ସୃଷ୍ଟି କରିବ। ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ନବ ଦାସ କିନ୍ତୁ ତା ପୂର୍ବରୁ କିଏ ଓ କାହିଁକି ତାଙ୍କୁ ଷଡ଼ଯନ୍ତ୍ର କରି ରାସ୍ତାରୁ ସଫା କରିଦେଲେ ? କୋଏଲ ମାଇନସ ସହ ତାଙ୍କର ଥିଲା କି ସଂପର୍କ ? ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ଅନେକ ପ୍ରଶ୍ନର ରୋକଠୋକ ଉତ୍ତର ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। Podcast With Politician Santosh Singh Saluja | Naba Das Death Conspiracy | Exclusive Interview| Odisha Reporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official Podcast With Congress Leader Santosh Singh Saluja Exclusive Interview With Santosh Singh Saluja #OdishaReporter #orpodcast #orprogramme #SantoshSinghSaluja #Congress #Nabadas #jharsuguda #NaveenPatnaik #VKPandian #ExclusiveInterview #PodcastSaluja #BJPGovernment #CM #MohanCharanMajhi