У нас вы можете посмотреть бесплатно ମନ୍ତ୍ରୀ ଖାଇବେ ପକୁଡ଼ି, ବିକିଲେ LTR ଶିକ୍ଷକ ! Protesting LTR teachers Sell chai pakora at Lower PMG. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମନ୍ତ୍ରୀ ଖାଇବେ ପକୁଡ଼ି ! ପକୁଡ଼ି ବିକିଲେ LTR ଶିକ୍ଷକ ! ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ଓ ଜୁନିଅର ଶିକ୍ଷକମାନଙ୍କୁ NOC ପ୍ରଦାନ ନକରିବା ସମ୍ପର୍କରେ ଦାବିପତ୍ର ସାଦର ଜଣାଇବାକୁ ଚାହୁଁଛୁ ଯେ ଓଡିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଗୁରୁତର ସଂକଟରେ ଅଛି । ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୪୫,୦୦୦ରୁ ଅଧଳ ଶିକ୍ଷକ ପଦବୀ ଖାଲି ପଡିରହିଛି । ଯାହା ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ଗୁଣଗତମାନଙ୍କୁ ପ୍ରଭାବିତ କରୁଛି । ଆପଣ ପୂର୍ବରୁ ଘୋଷଣା କରିଥିଲେ ଯେ ଆସନ୍ତା ୩ ବର୍ଷ ମଧ୍ୟରେ ୪୫,୦୦୦ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି କରାଯିବ। କିନ୍ତୁ ଏପର୍ଯ୍ୟନ୍ତ ଏହା ସମ୍ପର୍କରେ ପ୍ରୟୋଜନୀୟ ପଦକ୍ଷେପ ଗ୍ରହଣ ହୋଇନାହିଁ । Protesting LTR teachers Sell chai pakora at Lower PMG. #ltrteacherodisha #protest #nityanandagond #masseducation Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha