У нас вы можете посмотреть бесплатно BJP hits back at BJD, alleges hypocrisy over poll fraud claims and past misuse of officials. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
2024 ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେଡି ନେତା ମାନସିକ ଅବସାଦ ଭିତରେ ଅଛନ୍ତି। କଣ କହୁଛନ୍ତି ଜାଣିପାରୁନାହାନ୍ତି। Evm ଲାଗୁହେବା ପରେ ବିଜେଡି 5 ଟି ନିର୍ବାଚନ ରୁ 4 ଟିରେ ଜିତିଛି। ସେବେ କାଇଁ ପ୍ରଶ୍ନ ଉଠାଉନଥିଲେ। ଏବେ ଉଠାଉଛନ୍ତି ତାର ଉତ୍ତର ଦିଅନ୍ତୁ। ଗତ ନିର୍ବାଚନ ରେ 37800 ବୁଥ ଥିଲା ସବୁଥିରେ ବିଜେଡି ର ଏଜେଣ୍ଟ ରହିବା କଥା। ଜଣେ କେହି ଏଜେଣ୍ଟ 17c ଫର୍ମ କଥା ଉଠାଇଲେ ନାହିଁ। ନିର୍ବାଚନ ସରିବା ଅନେକ ଦିନ ପରେ ଏ ପ୍ରଶ୍ନ ଉଠାଇବା ହାସ୍ୟାସ୍ପଦ ଓଡ଼ିଶା ବାସୀ ବିଚାର କରିବେ। ଯଦି ସେମାନଙ୍କ ପାଖେ ତଥ୍ୟ ଅଛି ସେମାନେ ଉଚ୍ଚ ନ୍ୟାୟାଳୟ କୁ ଯାଇପାରିବେ। ସେଠି ତଥ୍ୟ ରଖନ୍ତୁ। ଅଭିଯୋଗ କରୁଛନ୍ତି କର୍ମଚାରୀଙ୍କ ଦ୍ବାରା ନିର୍ବାଚନ ପରିଚାଳନା କଲେ। 24 ପୂର୍ବରୁ ବିଜେଡି ସରକାର ଥିଲା। ସରକାରୀ କର୍ମଚାରୀଙ୍କୁ ଆକ୍ଷେପ କରିବା ପରାଜୟ ଦୋଷ ସେମାନଙ୍କ ମୁଣ୍ଡରେ ଲଦିବା ନିନ୍ଦନୀୟ। ତାଙ୍କ ଦଳ ଭିତରେ ଗୃହଯୁଦ୍ଧ ଚାଲିଛି। ତା ଉପରୁ ନଜର ହଟାଇବା ପାଇଁ ଏପରି କହୁଛନ୍ତି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ, ବିରଞ୍ଚି ତ୍ରିପାଠୀ। BJP hits back at BJD, alleges hypocrisy over poll fraud claims and past misuse of officials. This is a detailed transcript capturing a political controversy in Odisha. The state General Secretary of the BJP, Biranchi Tripathy, has launched a sharp counterattack against the opposition Biju Janata Dal (BJD). Tripathy claims that while the BJP government strictly adheres to democratic principles and opposes involving officials in politics, the previous BJD government had bureaucrats writing speeches for leaders, distributing party tickets, and managing election campaigns. #OdishaPolitics #BJPVsBJD #PollControversy #ElectionIntegrity #PoliticalWar #Odisha #BJP #BJD #EVM #Form17C #HighCourtChallenge #AdminNeutrality #BiranchiTripathy #Election2024 #OdishaNews For latest news updates follow us on WhatsApp: https://whatsapp.com/channel/0029VaYN... OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV