У нас вы можете посмотреть бесплатно Aji purube Suruja uinla ll ଆଜି ପୂରୁବେ ସୁରୁଜ ଉଇଁଲା или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Aji purube Suruja uinla ll ଆଜି ପୂରୁବେ ସୁରୁଜ ଉଇଁଲା Lyrics :- Smt Kuntala Moharatha Music & Voice :- Ai Studio Creator & Editing :- Ramachandra Jena #rccreators #ajipurubesurujauinla #janinathilimunduniakuprabhu #ajimotemiligalemomanathakur #odiabhajan #thakuranukulchandrasong #thakuranukulchandrakirtan #ramachandrajena Lyrics :- ଆଜି ପୂରୁବେ ସୁରୁଜ ଉଇଁଲା ଅନୁକୂଳ ଅନୁକୂଳ ଆସିଲା ବଙ୍ଗଦେଶେ ପାବନା ଉଛୁଳିଲା ପଦ୍ମା ନଦୀରେ କଲ୍ଲଳ ଉଠିଲା ଅଦିନରେ ଚଇତାଳି ବହିଲା ଆଜି ପୂରୁବେ ସୁରୁଜ ଉଇଁଲା ଅନୁକୂଳ ଅନୁକୂଳ ଆସିଲା ଶେଯେ ଅନ୍ତରେ ଅନ୍ତରେ ଖେଳିଲା ସତ୍ ନାମ ପିୟୁଷ ବାଣ୍ଟିଲା କେତେ ସୁବଳ ସୁଦାମା ରାଧିକା ସୃଷ୍ଟି କଲେ କେତେ ମଧୁ ମଖିକା ଅଦିନରେ ମଲ୍ଲୀ ଫୁଟି ବାସିଲା ଆଜି ପୂରୁବେ ସୁରୁଜ ଉଇଁଲା ଅନୁକୂଳ ଅନୁକୂଳ ଆସିଲା ଯଜନ ଯାଜନ ଇଷ୍ଟ ଭୃତିର ସ୍ୱସ୍ତୟନୀ ସଦାଚାର ମନ୍ତର କାନେ କାନେ ଫୁଙ୍କି ଫୁଙ୍କି କହିଲା ଘରେ ଘରେ ଗୋପଦାଣ୍ଡ ରଚିଲା ପ୍ରତି ସତ୍ତାରେ ରାସ ଲାଗିଲା ଆଜି ପୂରୁବେ ସୁରୁଜ ଉଇଁଲା ଅନୁକୂଳ ଅନୁକୂଳ ଆସିଲା