У нас вы можете посмотреть бесплатно Dhamata Dham deoghar ll ଧାମତ ଧାମ ଦେଓଘର или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Dhamata Dham deoghar ll ଧାମତ ଧାମ ଦେଓଘର Lyrics :- Pareswar Jena (Spr) Music & Voice :- Ai Studio Creator & Editing :- Ramachandra ଜେନା #rccreators #dhamatadhamdeoghar #jarejarejamanapaskhiudija #pareswarjena #ramachandrajena #odiabhajan #thakuranukulchandrasong #thakuranukulchandrakirtan #thakuraanukulachandrabhajan #thakuranukulchandrakorasha #thakuranukulchandraodiasong Lyrics :- ଧାମତ ଧାମ ଦେ ଓଘର ଏପରି ଧାମ ନାହିଁ ନାମତ ନାମ ସତ୍ ନାମ ଅମୃତ ଧରା ସେହି ଏ ଧାମରେ ପାଦ ଦେଲେ ଏ ନାମ ରେ ମଜିଗଲେ ସରଗେ ମିଳଇ ସ୍ଥାନ ଧାମତ ଧାମ ଦେ ଓଘର ଏପରି ଧାମ ନାହିଁ ତୀର୍ଥତ ତିର୍ଥ ମହାତୀର୍ଥ ଗୁରୁଙ୍କ ଲୀଳା ପୀଠ ଲୀଳାତ ଲୀଳା ପିତାପୁତ୍ର ଆଚାର୍ଯ୍ୟ ପ୍ରୀତି ସୁଖ ତାଙ୍କ ସଙ୍ଗ ସୁଖ କଲେ ପୁତ ଆଶୀର୍ବାଦ ମିଳେ ପୂରିଯାଏ ମନସ୍କାମ ଧାମତ ଧାମ ଦେ ଓଘର ଏପରି ଧାମ ନାହିଁ ପୁର୍ଣ୍ୟତ ପୁର୍ଣ୍ୟ ମହାପୁର୍ଣ୍ୟ ଗୁରୁ ପ୍ରଣାମ କଲେ ଧନ୍ୟତ ଧନ୍ୟ କୃପା ଧନ୍ୟ ଆଚାର୍ଯ୍ୟ ଆଶିଷ ନେଲେ ଆନନ୍ଦ ବଜ଼ାର ଗଲେ ପ୍ରସାଦ ସେବନ କଲେ ଭରିଯାଏ ମନ ପ୍ରାଣ ଧାମତ ଧାମ ଦେ ଓଘର ଏପରି ଧାମ ନାହିଁ