У нас вы можете посмотреть бесплатно ଯୁଗେ ଯୁଗେ ଆସ ମାଗୋ ପରମା ପ୍ରକୃତି ll Juge Juge Asa Mago Lyrics & Song l или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଯୁଗେ ଯୁଗେ ଆସ ମାଗୋ ପରମା ପ୍ରକୃତି ll Juge Juge Asa Mago Lyrics & Song ଲ Lyrics :- Surendra Prasad Behera Creator & Editing :- Ramachandra Jena Voice :- AI Studio #thakuraanukulachandrabhajan #anukulabhajan #anukulabhjan#ranjitapuhan#aajijagatepadichhihuri #rccreators #badamankabhajan #ramachandrajena #ramabhai #jugejugeasamago #surendraprasadbehera Lyrics :- ଯୁଗେ ଯୁଗେ ଆସ ମାଗୋ ପରମା ପ୍ରକୃତି ଲୀଳା ପୁରୁଷତ୍ତମ ହୋଇ ଥାନ୍ତି ସାଥି କେଉଁ ଯୁଗେ କେଉଁ ଭଳି ଲୀଳା ରଚି ଥିଲ କଳି ଶେଷେ ମର୍ତ୍ୟେ ଆସି ବୈକୁଣ୍ଠ ରଚିଲ ଧନ୍ୟ ତ୍ରିନୟନୀ ମାତା ରାମଗୋପାଳ ଯେ ପିତା ଯୁଗେ ଯୁଗେ ଆସ ମାଗୋ ପରମାଆ ପ୍ରକୃତି ଲୀଳା ପୁରୁଷତ୍ତମ ହୋଇ ଥାନ୍ତି ସାଥି ଧାରା ଶ୍ରାବଣ ମାସରେ କୃଷ୍ଣ ଦ୍ୱାଦଶୀ ରବିବାର ଜନ୍ମ ନେଲ ସ୍ୱୟଂ ଲଷ୍ମୀ ଆସି ଶ୍ରୀ ଶ୍ରୀ ଠାକୁର ହୋଇଥିଲେ ଶ୍ରୀ ପତି ବଡ଼ମା ନାମେ ସତସଙ୍ଗେ ହୋଇଲାଯେ ଖ୍ୟାତି ଜନମିଲ ପାବନାରେ ଲୀଳା କଲ ଦେଓଘରେ ଯୁଗେ ଯୁଗେ ଆସ ମାଗୋ ପରମାଆ ପ୍ରକୃତି ଲୀଳା ପୁରୁଷତ୍ତମ ହୋଇ ଥାନ୍ତି ସାଥି ନାରୀର ଅଷ୍ଟ ବୈସିଷ୍ଟ ତୁମେ ଆଚରିଲ ଜୀବନ୍ତ ନାରୀର ନୀତି ତୁମେ ହୋଇ ଗଲ କେଶ ବେଶ ସହିତରେ ବୋଧ ବ୍ୟବହାର ଶିଖାଇଲ ଏ ଚାରଟି ନାରୀ ଅଳଙ୍କାର ବନ୍ଦନା କରୁଛୁ ସର୍ବେ ଶୁଭ ଆଶୀର୍ବାଦ ଦେବେ ଯୁଗେ ଯୁଗେ ଆସ ମାଗୋ ପରମାଆ ପ୍ରକୃତି ଯୁଗେ ଯୁଗେ ଆସ ମାଗୋ ପରମାଆ ପ୍ରକୃତି