У нас вы можете посмотреть бесплатно ଠାକୁର ହେ କି ସୁନ୍ଦର ଆଖି ପାଇଛ ll Thakur hai ki sundar akhi paichha или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଠାକୁର ହେ କି ସୁନ୍ଦର ଆଖି ପାଇଛ ll Thakur hai ki sundar akhi paichha Lyrics :- Surendra Prasad Behera Music & Voice :- Ai Studio Creator & Editor :- Ramachandra Jena #rccreators #thakurhaikisundarakhipaichha #odiabhajan #ramachandrajena #thakuranukulchandrasong #thakuraanukulachandrabhajan #thakuranukulchandrakirtan #satsang #odiasong Lyrics :- ଠାକୁର ହେ କି ସୁନ୍ଦର ଆଖି ପାଇଛ ଯିଏ ସେ ଦେଖୁଛି ସିଏ ତ ଭାବୁଛି ତମେ କାଳେ ତାଙ୍କୁ ଚାଇଁଛ ଠାକୁର ହେ କି ସୁନ୍ଦର ଆଖି ପାଇଛ (୦) କରୁଣା ଭରା ସେ ଆଖିର ଚାହାଣି ଯା ନେତ୍ରେ ମିସେ ତା ମନ ନିଅ କିଣି ଟାଣି ହୋଇଯାଏ ପ୍ରତିଟି ହୃଦୟ ନିମିଷେ ଚାହିଁ ବସିଛ ଠାକୁର ହେ କି ସୁନ୍ଦର ଆଖି ପାଇଛ(୧) କମଳ ପରାଏ ସେ ଦିବ୍ୟ ଲୋଚନ କୋମଳ କରାୟେ ପ୍ରତି ଯନ ମନ ଗତି ସୌର୍ଯ୍ୟ ଆଣେ ପାଷାଣ ପରାଣେ ସଭିଙ୍କୁ କୋଳେଇ ନେଉଛ ଠାକୁର ହେ କି ସୁନ୍ଦର ଆଖି ପାଇଛ(୨) ଜଳେ ସ୍ଥଳେ ଅବା ଗଗନେ ପବନେ ବିଶ୍ୱ ଦୁନିଆର କୋଣ ଅନୁ କୋଣେ ଯିଏ ସେ ଯେଉଁଠି ବିପଦେ ଡାକୁଛି ତୁମେ ତାଙ୍କୁ ରକ୍ଷା କରୁଛ ଠାକୁର ହେ କି ସୁନ୍ଦର ଆଖି ପାଇଛ (୩) ପ୍ରଣତି ଢାଳଇ ଶ୍ରୀ ପଦ କମଳେ ଦିବ୍ୟ ଦୃଷ୍ଟି ଥାଉ ସଦା କାଳେ କାଳେ ମାୟା ମୋହେ ରହି ଧରି ପାରୁନାହିଁ ତୁମେ ସଦା ମୋତେ ଧରିଛ ଠାକୁର ହେ କି ସୁନ୍ଦର ଆଖି ପାଇଛ ଯିଏ ସେ ଦେଖୁଛି ସିଏ ତ ଭାବୁଛି ତମେ କାଳେ ତାଙ୍କୁ ଚାଇଁଛ ଠାକୁର ହେ କି ସୁନ୍ଦର ଆଖି ପାଇଛ