У нас вы можете посмотреть бесплатно ଦୁର୍ଗନ୍ଧଯୁକ୍ତ ଧଳାସ୍ରାବରୁ କେମିତି ପାଇବେ ମୁକ୍ତି? | White Discharge - Causes & Prevention |Dr Alakta Das или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#WhiteDischarge #WomenHealth #OdiaHealthTips ମହିଳାଙ୍କର ହ୍ୱାଇଟ୍ ଡିସ୍ଚାର୍ଜ ହେବା ଏକ ସାଧାରଣ କଥା। କିନ୍ତୁ, କୌଣସି କାରଣ ଯୋଗୁଁ ଦୁର୍ଗନ୍ଧ ଯୁକ୍ତ ଧଳାସ୍ରାବ ହେଲେ ଏହା ସମସ୍ୟା ହୋଇପାରେ। ତେବେ ଦୁର୍ଗନ୍ଧଯୁକ୍ତ ଧଳାସ୍ରାବରୁ କେମିତି ପାଇବେ ମୁକ୍ତି? ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲ୍କତା ଦାସଙ୍କଠାରୁ ଅଧିକ ଜାଣିବା। Leukorrhea (White Discharge) is a common problem in women in which white water comes from the vagina. However, there is no need to panic, but if this discharge smells, then the treatment should not be delayed. So how to prevent smelly white discharge? Find out more from Dr Alakta Das, a Gynaecologist. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!