У нас вы можете посмотреть бесплатно ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ? | Dr Shilpa Mishra on Irregular Periods in Odia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#IrregularPeriods #OdiaHealthTips #DoctorAdvice ବର୍ତ୍ତମାନ ଅଧିକାଂଶ ମହିଳାଙ୍କର ପିରିୟଡ୍ରେ ଅନିୟମିତତା ଭଳି ସମସ୍ୟା ଦେଖାଦେଉଛି। ତେବେ ଏହା କାହିଁକି ହୁଏ, ଏହାର କାରଣ ଓ ନିରାକରଣ ବିଷୟରେ କହିଛନ୍ତି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ର। ଏହି ଭିଡିଓରେ ରହିଛି, ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ? (0:00) କେତେବେଳେ ଡାକ୍ତରଙ୍କ ପାଖକୁ ଯିବା ଜରୁରୀ? (2:52) ଅନିୟମିତ ଋତୁସ୍ରାବର ଚିକିତ୍ସା (4:49) Most women now have problems with irregular periods. Irregular periods can be caused by some medicines, having a very low or high body weight, or not eating enough calories. Let's know more from Dr Shilpa Mishra, a Gynaecologist. In this Video, Causes of Irregular Periods (0:00) When to go to the doctor? (2:52) Treatment of Irregular Periods (4:49) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!