У нас вы можете посмотреть бесплатно ଋତୁସ୍ରାବ (ପିରିୟଡ୍ସ) ଅନିୟମିତତା କାହିଁକି ହୁଏ? | Dr Chinmayee Kar on Menstrual Cycle in Odia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#MenstrualCycle #DoctorAdvice #OdiaHealthTips ଯେତେବେଳେ ଛୋଟ ଝିଅଟିଏ କିଶୋର ଅବସ୍ଥାକୁ ପହଞ୍ଚେ ତାହାକୁ ପ୍ୟୁବର୍ଟି ବୋଲି କୁହାଯାଏ। କିଶୋର ଅବସ୍ଥାରେ ପହଞ୍ଚିଲେ ଝିଅଠାରେ ଋତୁସ୍ରାବ ବା ମାସିକ ଧର୍ମ ଆରମ୍ଭ ହୋଇଥାଏ। ଏହା ସହିତ ଝିଅଟିର ଶରୀରରେ ପରିବର୍ତ୍ତନ ଦେଖାଦେଇଥାଏ। ଏଥିରେ ଡରିବାର କୌଣସି କଥା ନାହିଁ, କାହିଁକି ନା ଏହା ପ୍ରତ୍ୟେକ ମହିଳାମାନଙ୍କ ଏକ ସାଧାରଣ ଜୀବନ ପର୍ଯ୍ୟାୟ। ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ? ଋତୁସ୍ରାବ ସମୟରେ ପେଟ ବ୍ୟଥା ହୁଏ କାହିଁକି? ଏନେଇ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ'ଣ କହୁଛନ୍ତି, ଆସନ୍ତୁ ଜାଣିବା ଏହି ଭିଡିଓରେ ରହିଛି, ମାସିକ ଋତୁସ୍ରାବ କ'ଣ? (0:00) ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ? (2:20) ଋତୁସ୍ରାବ ସମୟରେ ପେଟ ବ୍ୟଥା ହୁଏ କାହିଁକି? (5:25) ଋତୁସ୍ରାବ ସମୟରେ କେମିତି ସଫା ସୁତୁରା ରହିବେ? (7:04) ସଂକ୍ରମଣରୁ କେମିତି ସୁରକ୍ଷିତ ରହିବେ? (8:32) ପିସିଓଏସ୍ ସମସ୍ୟା କ'ଣ? (9:40) କିଶୋରୀଙ୍କ ପାଇଁ ଜରୁରୀ "ଯୌନ ଶିକ୍ଷା ବା ସେକ୍ସ ଏଜୁକେସନ୍" (11:08) ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ (13:08) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/why-irregul... When a young girl reaches puberty, she is called mature. During adolescence, menstruation or menstrual cycles begin in the girl's body. In addition, the girl's body changes. There is nothing to be afraid of, as it is a normal part of every woman's life. Why Irregularities in Menstruation happen? Why does stomach ache occur during menstruation? Let's find out what Dr Chinmayee Kar, a gynecologist & obstetrician, has to say. In this video, What is Menstruation? (0:00) Why do Irregularities Happen in Menstruation? (2:20) Why does Stomach Ache Occur During Menstruation? (5:25) How to Stay Maintain Hygiene During Menstruation? (7:04) How to protect yourself from infection? (8:32) What is PCOS? (9:40) "Sex Education is Essential for Adolescents. (11:08) It is Important to Consult a Doctor (13:08) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more! Connect with us at https://www.swasthya.plus