У нас вы можете посмотреть бесплатно BETHALIHIMA ¶¶ ବେଥଲିହିମ ¶¶ AMIT PANI¶¶ NEW CHRISTMAS SONG ¶¶ STUDIO VERSION¶¶ FULL VIDEO SONG¶¶ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସମସ୍ତ ଶ୍ରୋତାମଣ୍ଡଳୀ ଓ ଅଗଣିତ ଗୀତପ୍ରେମୀ ଭାଇ ଓ ଭଉଣୀ ମାନଙ୍କୁ ମୁଁ ମୋର ଖ୍ରୀଷ୍ଟିୟ ଭକ୍ତିଭରା ନମସ୍କାର ଏବଂ ବଡଦିନ ପର୍ବ ଉପଲକ୍ଷେ ସଭିଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରେ.. ଖ୍ରୀଷ୍ଟଙ୍କ ସେବାରେ..ମୁଁ ଆପଣମାନଙ୍କ ପ୍ରିୟର ସାନଭାଇ ନରେନ ଲିମ୍ମା.. ପ୍ରଭୁଙ୍କ ମହା ଅନୁଗ୍ରହ ଓ ଅସୀମ କରୁଣା ରୁ..ଅନେକ ଘାତପ୍ରତିଘାତ ଓ କରୋନା ଭଳି ଭୟଙ୍କର ମହାମାରୀରେ ସାରା ବିଶ୍ୱବାସୀ ଥରହର ହେଉଥିବା ସତ୍ୱେ ପ୍ରଭୁ ତାଙ୍କ ଅନୁଗ୍ରହ ଦ୍ୱାରା ଆମ ସଭିଙ୍କୁ ଉଦ୍ଧାର ର ପଥଦେଇ କଢାଇ ଆଣି ଆମ ପରିତ୍ରାଣକର୍ତ୍ତା ଶିଶୁ ଯୀଶୁଙ୍କ ଜନ୍ମଦିନକୁ ପ୍ରତିପାଳନ କରିବାର ଅବକାଶ ଦେବାକୁ ଯାଉଛନ୍ତି... ସେହି ଦୁଇହଜାର ବର୍ଷ ପୂର୍ବରେ ବେଥଲିହିମରେ ଘଟିଥିବା ସେହି ସ୍ମରଣୀୟ ବିଚିତ୍ର ଘଟଣାକୁ, ଆପଣମାନଙ୍କୁ ପୁଣିଥରେ ମନେପକେଇଦେବା ନିମନ୍ତେ, ଅର୍ଥାତ ଆମ ଶିଶୁ ଯୀଶୁଙ୍କ ଜନ୍ମଦିନ ପର୍ବ ପ୍ରତିପାଳନ ଅବସରକୁ ସ୍ୱତନ୍ତ୍ର କରିବାର ଅଦମ୍ୟ ଉଦ୍ୟମ ପ୍ରଚେଷ୍ଟା ବଳରେ.. ପ୍ରଭୁଙ୍କ ପ୍ରସଂଶା ଓ ଗୌରବ ଉଦେଶ୍ୟରେ ଓଡ଼ିଶାର ସୁନାମଧନ୍ୟ ସୁସମାଚାର ଗାୟକ ଭାଇ ଅମିତ ପାଣିଙ୍କ ମଧୁର କଣ୍ଠରୁ ନେଇଆସିଛି ଏକ ଅତ୍ୟନ୍ତ ଆକର୍ଷଣୀୟ ଭକ୍ତିଭରା ଗୀତ - " ବେଥଲିହିମ " ଏହି ମନଲୋଭା ଗୀତଟିର ରଚନା ଓ ସ୍ୱରସଂଯୋଜନାରେ ସାହାଯ୍ୟ କରିଛନ୍ତି ଭାଇ ପ୍ରଦୀପ ପାଣି.. ଏବଂ ସଂଗୀତ ପରିଚାଳନା କରିଛନ୍ତି ଭାଇ ଶୁଭମ ସାମଲ.. ଗୀତଟି ବାସ୍ତବରେ ବହୁତ ସୁନ୍ଦର ହୋଇଛି.. ଆଶାକରୁଛି କି...ଅମିତ ପାଣିଙ୍କ ସୁମଧୁର କଣ୍ଠରୁ ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ସ୍ବର୍ଶ କରିବ ଓ ଆପଣମାନଙ୍କ ଅନ୍ତରକୁ ଆନନ୍ଦରେ ଭରିଦେବ.. ଏହି ସୁନ୍ଦର " ବେଥଲିହିମ " ଗୀତଟିର Full studio version ମୋ ନିଜସ୍ୱ YouTube channel -Naren Limma Music ରେ ଉପସ୍ଥାପନା କରାଯାଇଛି.. ଗୀତଟିକୁ ଶୁଣିବା ସହିତ.. like, share, comments ତା ସହିତ channel କୁ subscribe କରିବାକୁ ଭୁଲନ୍ତୁନାହିଁ.. ଯେପରି ପ୍ରଭୁଙ୍କ ପ୍ରସଂଶା ଓ ଗୌରବ ଉଦେଶ୍ୟରେ ଆହୁରି ନୂତନ ନୂତନ ଗୀତ ପ୍ରସ୍ତୁତ କରିବାକୁ ସକ୍ଷମ ହେଇପାରୁ.. ଏନିମନ୍ତେ ଆପଣମାନଙ୍କ ପ୍ରାର୍ଥନା ଓ ଆଶୀର୍ବାଦ କାମନା କରେ.. ଖ୍ରୀଷ୍ଟଙ୍କ ସେବାରେ - ନରେନ ଲିମ୍ମା Full Lyrics ( ଗୀତର ସମ୍ପୂର୍ଣ ଲେଖା ) ଆନନ୍ଦରେ ମନ ଝୁମି ଯାଉଛି ବେଥଲିହିମେ ଶିଶୁ ଯୀଶୁ ଜନମ ହୋଇଛି.. ଦେଖ ଆଜି ଧରା କମ୍ପି ଉଠୁଛି ମନର ସାଗରେ ଢେଉଁ ନାଚୁଛି (2 ଥର ) ଜନମିଲେ ତ୍ରାଣ କରତା ଶିଶୁ ଯୀଶୁ ମୁକତି ଦାତା (2 ଥର) ଆନନ୍ଦରେ ମନ ଝୁମି ଯାଉଛି ବେଥଲିହିମେ ଗୁହାଳେ ଜନମ ହୋଇଛି.. ଦୂର ଆକାଶେ ଦେଖ ସେ ତାରାଟେ ହସୁଛି =0= ସେ ଶୁଭ ବାରତା ଦେଇଗଲେ ଦୂତ ଜନମ ନେଲେ ପିତାଙ୍କ ଅଦ୍ଵିତ୍ୟ ପୁତ୍ର ଆସହେ ସରବେ ଗାଇବା ଆନନ୍ଦେ ଶିଶୁ ପ୍ରିୟ ଯୀଶୁ ନାମେ ପ୍ରସଂଶା ଗୀତ ଅରପିବା କୁନ୍ଦୁରୁ ସୁନା ଗାଈ ହାଲେଲୁୟା ହୋଶାନ ( 2 ଥର ) ଖୁସିର ଲହରୀ ନାଚି ଉଠୁଛି.. ବେଥଲିହିମେ ଗୁହାଳେ ଜନମ ହୋଇଛି.. ଦୂର ଆକାଶେ ଦେଖ ସେ ତାରାଟେ ହସୁଛି =1= ମହା ପରିତ୍ରାଣ ଆସିଛି ଧରାରେ ପରିତ୍ରାଣ ମିଳେ ସେହି ଯୀଶୁ ନାମରେ ଆହାକି ମଧୁର ପ୍ରିୟ ଯୀଶୁ ନାମ ଭଜିଲେ ଆନନ୍ଦ ମିଳେ ଏ ଜୀବନରେ ମଧୁର ମହକ ସୁବାସେ ଆନନ୍ଦରେ ମନ ହରଷେ ( 2 ଥର ) ମନବଗିଚାରେ ବାସି ଉଠୁଛି ବେଥଲିହିମେ ଗୁହାଳେ ଜନମ ନେଇଛି.. ଦୂର ଆକାଶେ ଦେଖ ସେ ତାରାଟେ ହସୁଛି =2= Bethalihima ( Full Video Song ) || Latest New Odia Christian Song || Amit Pani || Studio Version|| Song credits...... Song - Bethalihima ( Full Video Song ) Lyrics and Music .... Pradeep Kumar Singer- Amit Pani ( Gospel Singer ) Music Arrangement- Subham Samal ( Bapi ) Recording and mixing - Pratibha Studio ( Cuttack ) Producer - Naren Lima Video Editing : Chiku Poster : Billiam Raita Music level - NL MUSIC YouTube Partner : Prabhudutta Pramanik WhatsApp & Contact : ( ) { 9668647419 } Special thanks to : Manash & Rabbi ○ All copyright reserved with NL music Production 🔔 get alert when we release any new video,turn on the bell icon on the channel All copyrights reserved ||LIKE / COMMENTS / SHARE / SUBSCRIBE|| ○ Subscribe us on YouTube:- ○ Like us to Facebook:-#NarenLima / naren.lima.58 ○ Follow us on Google+:-#narenlima ○ Follow us on Instagram:-#NarenLima #newchristmassongani #newodiachristiansong #amitpani #odiachristiansong #christianodiasong #nlmusicproduction #Bethalihimaamitpani #NewOdiaChristianSong #amitpaniofficial #newodiasong #narenlimamusic #amitpanichristiansong #newodiachristmassong 2021 #newodiasong #newodiachristmassong #newamitpanichristmassong ANTI PRIVACY WARNING:- This content is copyright to "Naren Lima Music Production" Any unauthorized reproduction, redistribution or re-upload is strictly prohibited of the material , legal action will be taken against those who violate the copyright of the following material presented .