У нас вы можете посмотреть бесплатно Andhara Gala Durei :llଅନ୍ଧାର ଗଲା ଦୁରେଇ :ll Amit Pani ll Priyodas Mali ll Christmas song или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ସୁମଧୁର ନାମରେ ବଡଦିନ ପର୍ବର ମହାନନ୍ଦ ଅବସରରେ ଭକ୍ତିପୂର୍ଣ୍ଣ ନମସ୍କାର ଜ୍ଞାପନ କରୁ I AUDIO CREDITS :- Song- Andhara Gala Durei(ଅନ୍ଧାର ଗଲା ଦୁରେଇ) Gospel Singer - Amit Pani Lyrics & composition - Priyodas Mali Music arrangement- Priyodas Mali contact@#7008897355 players: Keyboard-Nari bhai Drum-Babu da Rythm(dhol,nishan tasa)-Manish nanda & Pramod da GIFT SOCIETY FOUNDER DIRECTOR: Rev.Amodh Kumar Bardhan Recording at : (PRATIVA STUDIO ,CUTTACK) Recodist -pradeep Mixing & Mastering : Sundaram Making and edit - Chiku Special thanks to: Ambram,Eva,Caleb,Merry,David,Esther,Joshua,Rafael,Debraj,Hossana,Moses,Blesson,Chintu, Amos FOR BETTER SOUND CLARITY " USE HEADPHONES " 🎼 LYRICS 🎼 ଅନ୍ଧାର ଗଲା ଦୁରେଇ ଆକାଶେ ତାରକା ଉଇଁ x2 ସରଗ ରାଇଜ ଆନନ୍ଦେ ଉଛୁଳେ ମରତ ପୁରରେ ତ୍ରାତା ଜନମିଲେ ଶିଶୁ ରୂପ ନେଲେ ବୋହି ଆମ ଯୀଶୁ ରାଜା ସେହି ଆମ ତ୍ରାଣକର୍ତ୍ତା ସେହିଁx2 =0= ତାରକା ଦେଖି କେତେ ପଣ୍ଡିତ ଗଲେ ପଛେ ପଛେ ନେଇ ସଙ୍କେତ ସୁନା କୁନ୍ଦୁରୁ ଗନ୍ଧରସ ତ ଭେଟୀ ଦେଲେ ନେଇ ଯୀଶୁଙ୍କ ପାଶ ମେଷପାଳକେ ଦୁତ ସମୂହ ସ୍ତବଗାନ କଲେ ହୋଇ ଆନନ୍ଦ ଉର୍ଦ୍ଧେ ମହିମା ମାନବେ ଶାନ୍ତି ପୃଥିବୀରେ ତାଙ୍କ ସୋନ୍ତଷ ପାତ୍ର =1= ଜଗତ ପାଇଁ ଆହାଃ କି ପ୍ରେମ ଦାନ ହେଲେ ଅଦ୍ବିତୀୟ ସନ୍ତାନ ସେହିଁ ତ ପଥ ସତ୍ଯ ଜୀବନ ତାଙ୍କ ଦେଇ ଏକା ସରଗ ସ୍ଥାନ ଶୁଭ ସମ୍ବାଦ କରି ଶ୍ରବଣ ତାଙ୍କ ପାଦ ତଳେ ନେବା ଶରଣ ବିଶ୍ବାସେ ଯୀଏ କରେ ଗ୍ରହଣ ନିଶ୍ଚୟ ପାଇବ ସେ ପରିତ୍ରାଣ ************************ ଆମ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE କରିବା ସହିତ Bell 🔔 icon କୁ ଦବାନ୍ତୁ ....... ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଅମେନ୍ ଧନ୍ୟବାଦ 🙏🙏 !! ANTI - PIRACY WARNING !! This Content is COPYRIGHT to AKB MINISTRIES , Any Unauthorized Reproduction , Redistribution, Re-upload (Audio or Video) is Strictly Prohibited. ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ link ଉପରେ Click କରନ୍ତୁ..... 1.ପହେଲା ପ୍ରେମ୍ teaser (rkstar.ruku suna) • † ପହେଲା ପ୍ରେମ୍ ♥ pahela prem !! ruku suna ... 2.ଠିକ୍ କରିଲୁ ନା ଭୁଲ୍ କରିଲୁ (mantu mhhuria) • ଠିକ୍ କରିଲୁ ନା ଭୁଲ୍ କରିଲୁ || THIK KARILU NA... 3.ଧନ୍ୟ ତାଙ୍କ ପ୍ରେମ (priyodas mali) • ଧନ୍ୟ ତାଙ୍କ ପ୍ରେମ || DHANYA TANKA PREMA || ... 4.ଅନ୍ଧାର ଗଲା ଦୁରେଇ (amit pani) • Andhara Gala Durei :llଅନ୍ଧାର ଗଲା ଦୁରେଇ :ll... 5.ଏହି ଜୀବନ (jayam lima) • Ehi jibana prabhu tuma dano # ଏହି ଜୀବନ ପ୍ର... 6.ମୁଁ ତୁମକୁ ଚାହେଁ (susanna brown) • Mu Tumaku Chahen l Susanna Brown l AKB Min... 7.ମୁଁ ତୁମକୁ ଚାହେଁ (Junash Ganta) • Mu Tumaku Chahen I Junash Ganta I Male Ver... 8.ମୁଁ ଯେ ବାଟୋଇ (kumar ginu) • Mun Je Batoi Swarga Rajyara | ମୁଁ ଯେ ବାଟୋଇ...