У нас вы можете посмотреть бесплатно Kanduchi Mo Antara // କାନ୍ଦୁଛି ମୋ ଅନ୍ତର // Singer - Rojalin & Bablu // Full Song // @smjadingi143 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପ୍ରତ୍ୟେକ କାଥଲିକ ଖ୍ରୀଷ୍ଟ ମଣ୍ଡଳୀ ବିଶ୍ୱାସୀ ଭାଇ, ଭଉଣୀ ମାନଙ୍କୁ କୃଶାର୍ପିତ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ଅତି ପବିତ୍ର ମଧୁମୟ ନାମରେ ମୋର ନମସ୍କାର। ମୁଁ ପ୍ରଚାରକ ସନାତନ ମାଝୀ (ପାଣିଗଣ୍ଡା)। ପ୍ରଭୁ ଦୟା କରି ଆଉ ଗୋଟିଏ ନୂତନ କାଥଲିକ ଖ୍ରୀଷ୍ଟୀୟ ଦିବ୍ୟଯଜ୍ଞର ଅନୁତାପର ଭକ୍ତି ଗୀତ- ***କାନ୍ଦୁଛି ମୋ ଅନ୍ତର***... ପ୍ରସ୍ତୁତ କରିବା ପାଇଁ ଅନୁଗ୍ରହ କଲେ, ଗୀତଟିକୁ ଗାଇଛନ୍ତି ଭଉଣୀ- ରୋଜାଲିନ ମିଣିଆକା ଓ ଭାଇ- ବବଲୁ ନାୟକ। SM JADINGI Youtube Channel ତରଫରୁ ଆପଣ ମାନଙ୍କୁ ଭେଟି ଦେଉଛୁ ଏକ ଭିନ୍ନ ଧରଣର ଅନୁତାପର ଭକ୍ତିଗୀତ। ଆଶାକରେ ଏ ଗୀତଟି ସମସ୍ତଙ୍କ ହୃଦୟକୁ ସ୍ବର୍ଶ କରିବ ଏବଂ ସମସ୍ତ ମନ୍ଦ ଅଭିଳାଷର କୃତକର୍ମରୁ କ୍ଷମାମୟ ଯୀଶୁଙ୍କ ପାଖକୁ ଫେରାଇ ଆଣିବାରେ ନିତ୍ୟ ସହାୟକ ହେବ। ଗୀତଟି ଶୁଣନ୍ତୁ, ଗୀତଟି ଭଲ ଲାଗିଲେ Like, Share, Comment & Subscribe କରି Bell Icon କୁ ଦବାଇ ବହୁତ ସାରା ଭଲ ପାଇବା ଦିଅନ୍ତୁ, ଯେପରି ଆଗକୁ ଆସୁଥିବା ନୁଆ ନୁଆ ଗୀତ ଓ ଭିଡ଼ିଓକୁ ପ୍ରଥମେ ଦେଖିପାରିବେ, ସମସ୍ତଙ୍କୁ ମୋର ଧନ୍ୟବାଦ 🙏🙏🙏✝️✝️✝️🌹🌹🌹 : ସମ୍ପୂର୍ଣ୍ଣ ଗୀତ : - ଅନୁତାପ - କ୍ଷମାକର ପାପ ମୋର-୩, ସଦୟେ କ୍ଷମା କର... ଆ... ଆ.... ଆ.... ଆ.... -୨ କାନ୍ଦୁଛି ମୋ ଅନ୍ତର, ପାପେ ପଡ଼ି ବାରମ୍ବାର ସଦୟେ ପ୍ରଭୁ ହେ କ୍ଷମାକର, କ୍ଷମାକର ପାପ ମୋର-୨ କ୍ଷମାକର ପାପ ମୋର-୩ ସଦୟେ କ୍ଷମା କର କାନ୍ଦୁଛି ମୋ ଅନ୍ତର....... ଆ... ଆ.... ଆ.... ଆ.... -୨ ୧. କାୟ, ଚିତ୍ତ, ବାକ୍ୟରେ କାର୍ଯ୍ଯ, କର୍ତ୍ତବ୍ୟ ହେଳାରେ, କରିଛି ଅତ୍ୟଧିକ ପାପ ତୁମରୀ ବିରୁଦ୍ଧରେ- ୨ କରୁଛି ମୁଁ ସ୍ବୀକାର, କ୍ଷମା କର ପାପ ମୋର-୨ କ୍ଷମାକର ପାପ ମୋର କାନ୍ଦୁଛି ମୋ ଅନ୍ତର....... ଆ... ଆ.... ଆ.... ଆ.... -୨ ୨. ଧନ୍ୟା ମାତା ମାରୀଆ ସାଧୁ ସାଧ୍ବୀ,ଦୂତଗଣ, ଭାତା, ଭଗ୍ନୀ ମୋ ନିମିତ୍ତେ କର, ଈଶ୍ବ ପାଶେ ନିବେଦନ -୨ ପ୍ରେମମୟ ଈଶ୍ବର, କ୍ଷମାର ମହାସାଗର, କ୍ଷମାମୟ ମୋହର, କ୍ଷମିବେ ପାପ ମୋହର କ୍ଷମିବେ ପାପ ମୋହର କାନ୍ଦୁଛି ମୋ ଅନ୍ତର.., ପାପେ ପଡ଼ି ବାରମ୍ବାର ସଦୟେ ପ୍ରଭୁ ହେ କ୍ଷମାକର କ୍ଷମାକର ପାପ ମୋର ( କ୍ଷମାକର ପାପ ମୋର -୨ ) 👌🥀( ସମାପ୍ତ )🥀👌 *-SONG CREDIT-* *Song - Kanduchi Mo Antora... ( ନୁଆ ଅନୁତାପ ) *Singer - Rojalin Miniaka & Bablu Nayak *Lyric & Compose - Sushil kumar Beero (Ph - 78538 95283) *Music Composer - Sandeep ku. Behera *Programing - Subham Samal (Bapi) *Producer - Sonatano Majhi (V.C) (Ph - 8763460135, 9437201291) *DOP/Edit - Jeet & Manoj Kumar ( Mds ) *Thumbnail - Manoj Kumar ( Mds ) *Record & mixing - Pradeep Ku. Sahu, Bidyarupa Studio, Narendrapur, Berhmpur, Ganjam. *Special Thanks to :- Fr. Sanjiv kumar Nayak, (V.G) Diocese of Berhampur. Mr. Amar kumar & Paniganda Choir Team, Mr. Gobindraj, Srikant Karada, Gobind Nayak, Kishor Nayak & Praful ku. Beero (V.C). @smjadingi143 #Kanduchimoantora #Khyamakarapapamora #Papepadibarambara #Smjadinginewsongs #newrepeatsentensesongs #Newsaurasong #Newsauramusic #Newcatholicsong #Amitpaninewsong #sonatanomajhimusic #amitpaniofficial #sbmusicofficial #jaganmohannagofficial #prasadlimamusic #sacrown #amitbadanayakchristiansongs #amitpaniofficial #sbmusicofficial #christiansong #sonatanomajhimusic #sacrown #jadingicreation #Rojalinsongs #Bablunayaksongs #Rojalinminiakasongs #Rojalinminiakavlogs #amitpaniofficial #christiansong #sonatanomajhivideo #amitpaniofficial #bijaymajhiofficial #jisusgospelmusic #jaganmohannagofficial #nitinkumarsinghofficial #prasadlimamusic #christiandevotionalsongs #christianvideo #amitbadanayakchristiansongs #odiachristiansong #jbmusicofficial #sasikantanayakofficial #jitmajhiofficial #asishmuthamajhiofficial #jogojibanjenamusicofficial #jbmusicofficial #sbmusicofficial #sbmusicofficial #sdmusicseriesofficial #dhardandi #skcreation #okodiamusic #jesusmassageprayertower #indiaidol #parul_gill #india #indiaidol #indian #indiaidol2024 #indian #Jadingimusic #Jadingivideo #Jadingisong #india #jesus #parul_gill #jesuschrist #jesussongs #hindijesussong #christiannewmassage #catholichymn #setindiadanceshow #setindia #frdhirennayak #frdeenabandhunayak #sonatanomajhivideo #sonatanomajhimusic ବି.ଦ୍ର:- ଦୟାକରି ଗୀତର ଅଡ଼ିଓ କି ଭିଡ଼ିଓ ରି ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା କପି ରାଇଟ୍ ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । ଖ୍ରୀଷ୍ଟଙ୍କ ସନ୍ତାନ, ସନ୍ତତି ହୋଇଥିବା ହେତୁ ଆମେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ । ଧନ୍ୟବାଦ🙏🙏🙏✝️✝️✝️. !!* ANTI-PIRASY WARNING *!! This content is copyright to SM JADINGI Present (Sonatano Majhi). Any unauthorized reproduction, reupload (audio or video) is strictly prohibited of this material. Legal action will be taken against those who violate this copyright material presented.