У нас вы можете посмотреть бесплатно E BABU TUI PADE HALLELUJAH SUN // human Sagar new koraputiya christian song lyrics... или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Lyrics- HUMAN SAGAR NEW CHRISTIAN SONG 🎵 ♥️ ❤️ ଏ ବାବୁ ତୁଇ ପଦେ ହାଲ୍ଲେଲୁୟା ସୁନ୍ ବେଲା ରଉ ରଉ ମୋର ଧନ ମୋନେ ମୋନେ ହାଲ୍ଲେଲୁୟା ଗୁନ୍ (2*) ଏ ଜୀବନକେ ନାଇ ଆଡ଼େ ତର୍ ଧନ୍ ତେବେ ଯିଶୁକେ ଦେଇ ରୁଆ ମୋନ୍ (2*) ବଞ୍ଚି ରଉ ରଉ ଗାଇର ଯିଶୁର ଗୁନ୍ ଏ ବାବୁ....... 1 .ଡଙ୍ଗର୍ ପରବତ ଭସ୍ଲି ଜାଇସି ନାଇ ରଏ ଆରି ଜମିବାଡ଼ି ଏନେ ତେନେ ନେଇ ଢୁକାଇ ଦେଇସି ଏ ଦୁନିଆର ଘଡ଼ାଗାଡ଼ି (2*) ଏ ଦୁନିଆର ଘଡ଼ାଗାଡ଼ି ନାଇ ରଏ ଆରି ଜମିବାଡ଼ି ଏ ଜୀବନକେ........ ଏ ବାବୁ....... 2 .ପାନି ପବନ ଆସି ଉପ୍ରେ ଟିଆ ହେଲେ ସବୁତ ଭିତ୍ରେ ଜାଇସି ବୁଡ଼ି ରଗ୍ ବେମାର୍ ଆରି ନାଇ ଛାଡ଼େ ବାବୁ ଡାକ୍ତର୍ କୟ୍ସି ନିଜର୍ ହାତ ହଡ଼ି (2*) ଆରି ନାଇ କରା ତୁମେ ଡେରି ଯିଶୁର୍ ଲଗେ ଆସା ଜଡ଼ି ଜଡ଼ି ଏ ଜୀବନକେ........ ଏ ବାବୁ....... Video like shear and comment subscribe to my youtube channel 🙏 #virl #ytshorts #subscribe #channel #support #christian #video